ଧାର୍ଯ୍ୟଠାରୁ ଅଧିକ ଧାନ ନେବା ଦାବିରେ ଚାଷୀଙ୍କ ରାସ୍ତା ରୋକ: ମାଲକାନଗିରି-ଜୟପୁର ଜାତୀୟ ରାଜପଥରେ ଯୋଗାଯୋଗ ବନ୍ଦ

Advertisment

ଧାନର ଧାର୍ଯ୍ୟ ବୃଦ୍ଧି ଦାବିରେ ତାତିଲେ ଲୋକେ। ଧାନ ବସ୍ତା ରଖି ରାସ୍ତାରୋକ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ନାୟକଗୁଡାରେ ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ଧାନର ଧାର୍ଯ୍ୟ ବୃଦ୍ଧି ଦାବିରେ ତାତିଲେ ଲୋକେ। ଧାନ ବସ୍ତା ରଖି ରାସ୍ତାରୋକ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ନାୟକଗୁଡାରେ ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

dwdwd

କନକ ବ୍ୟୁରୋ: ଧାନର ଧାର୍ଯ୍ୟ ବୃଦ୍ଧି ଦାବିରେ ତାତିଲେ ଲୋକେ। ଧାନ ବସ୍ତା ରଖି ରାସ୍ତାରୋକ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ନାୟକଗୁଡାରେ ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥରେ ଯୋଗାଯୋଗ ବନ୍ଦ ରହିଛି । ଚାଷୀଙ୍କ ଦାବି ହଜାରେ ନୁହଁ ୨ ହଜାର କ୍ବିଣ୍ଟାଲ ଧାନ ନିଆଯାଉ । ଟାର୍ଗେଟ ଅନୁସାରେ ମଣ୍ତିରେ ଧାନ ବିକ୍ରି କରିପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe