କନକ ବ୍ୟୁରୋ: ଧାନର ଧାର୍ଯ୍ୟ ବୃଦ୍ଧି ଦାବିରେ ତାତିଲେ ଲୋକେ। ଧାନ ବସ୍ତା ରଖି ରାସ୍ତାରୋକ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ନାୟକଗୁଡାରେ ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥରେ ଯୋଗାଯୋଗ ବନ୍ଦ ରହିଛି । ଚାଷୀଙ୍କ ଦାବି ହଜାରେ ନୁହଁ ୨ ହଜାର କ୍ବିଣ୍ଟାଲ ଧାନ ନିଆଯାଉ । ଟାର୍ଗେଟ ଅନୁସାରେ ମଣ୍ତିରେ ଧାନ ବିକ୍ରି କରିପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖିବାକୁ ମିଳିଛି ।
ଧାର୍ଯ୍ୟଠାରୁ ଅଧିକ ଧାନ ନେବା ଦାବିରେ ଚାଷୀଙ୍କ ରାସ୍ତା ରୋକ: ମାଲକାନଗିରି-ଜୟପୁର ଜାତୀୟ ରାଜପଥରେ ଯୋଗାଯୋଗ ବନ୍ଦ
ଧାନର ଧାର୍ଯ୍ୟ ବୃଦ୍ଧି ଦାବିରେ ତାତିଲେ ଲୋକେ। ଧାନ ବସ୍ତା ରଖି ରାସ୍ତାରୋକ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ନାୟକଗୁଡାରେ ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।
/kanak/media/media_files/2025/01/02/wU0ycAZ3PFcYEVqco99f.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)