କନକ ବ୍ୟୁରୋ: ଦୃଷ୍ଟିହୀନ ଭିକ୍ଷୁକ ମହିଳାଙ୍କ ଶିଶୁ ନିଖୋଜ । ନିଖୋଜ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହେଲେ ମହିଳା । ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ, ରାତି ୨ଟା ବେଳେ ଶିଶୁପୁତ୍ରଟି କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାପଡିଛି । ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ ।
ଘଟଣାସ୍ଥଳରେ ପହଁଚିଛି ପୋଲିସ । ତେବେ ନିଖୋଜ ପିଲାର ମା' ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ପିଲାକୁ କିଏ ନେଇଯାଇଥିବା ତାଙ୍କ ମା' ଅଭିଯୋଗ ଆଣିଛନ୍ତି । ଏପରିକି କିଛିଟଙ୍କା ପାଇଁ କେହି ତାଙ୍କ ପିଲାର ଅଙ୍ଗ ତସ୍କରି ପାଇଁ କିଡ୍ନାପ କରିଥିବା କଥା କହିଛନ୍ତି ପିଲାର ମା' ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/13/6sGoYOov2TRJxr7FhAqp.jpg)