ସ୍ମାର୍ଟ ସିଟି ରାଉରକେଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗୋଟିଏ କୋଠରୀରେ ଚାଲିଛି ୬ ଟି ଶ୍ରେଣୀର ପିଲାଙ୍କ ପାଠ ପଢ଼ା

Advertisment

ଗୋଟିଏ ଶ୍ରେଣୀ ଗୃହ। ଦୁଇଜଣ ଶିକ୍ଷକ। ଗୋଟିଏ ଶ୍ରେଣୀ ଗୃହରେ ଥିବା ଦୁଇଟି କଳାପଟାରେ ପଢ଼ାଉଛନ୍ତି ଶିକ୍ଷକ। ବାଲ୍‌ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପିଲା ପାଠ ପଢୁଛନ୍ତି ଗୋଟିଏ ଶ୍ରେଣୀଗୃହରେ। କନକ ନ୍ୟୁଜ ଟିମ୍ ସ୍କୁଲରେ ପହଞ୍ଚିବା ବେଳକୁ ସ୍କୁଲରେ ଜଣେ ଶିକ୍ଷକ ଉପସ୍ଥିତ ଥିବା ବେଳେ ଅନ୍ୟ ଶିକ୍ଷୟିତ୍ରୀ ଯାଇଥିଲେ ଟ୍ରେନିଂରେ।  ଏମିତିରେ ପିଲା ପାଠପଢ଼ିବେ କ’ଣ ପାଟି ତୁଣ୍ଡ ହୋ ହଲ୍ଲାରେ ସରିଯାଉଛି କ୍ଲାସ।  ସ୍ମାର୍ଟ ସିଟି ବାସନ୍ତୀ କଲୋନି ଦୁର୍ଗାପୁର-ବି ସରକାରୀ ପ୍ରାଥମିକ ବିଦ୍ୟାଳୟର ସମାନ ସ୍ଥିତି ।

4A

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ଶିକ୍ଷାର ବିକଳ ଚିତ୍ର। ଗୋଟିଏ କୋଠରୀରେ ଚାଲିଛି ୬ଟି ଶ୍ରେଣୀ ପିଲାଙ୍କ ପାଠ ପଢା। ଏପଟେ ଗୋଟିଏ ଶ୍ରେଣୀ ଗୃହରେ ଏତେ ପିଲାଙ୍କ ପାଠ ପଢ଼ାରେ ଅନ୍ଧକାର ହୋଇପଡିଛି କୁନି କୁନି ପିଲାଙ୍କ ଭବିଷ୍ୟତ। ସ୍ମାର୍ଟ ସିଟି ରାଉରକେଲା ବସନ୍ତୀ କଲୋନି ଦୁର୍ଗାପୁର ପାହାଡ଼ ଉପରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଏ ଅବସ୍ଥା। 

 ଗୋଟିଏ ଶ୍ରେଣୀ ଗୃହ। ଦୁଇଜଣ ଶିକ୍ଷକ। ଗୋଟିଏ ଶ୍ରେଣୀ ଗୃହରେ ଥିବା ଦୁଇଟି କଳାପଟାରେ ପଢ଼ାଉଛନ୍ତି ଶିକ୍ଷକ। ବାଲ୍‌ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପିଲା ପାଠ ପଢୁଛନ୍ତି ଗୋଟିଏ ଶ୍ରେଣୀଗୃହରେ। କନକ ନ୍ୟୁଜ ଟିମ୍ ସ୍କୁଲରେ ପହଞ୍ଚିବା ବେଳକୁ ସ୍କୁଲରେ ଜଣେ ଶିକ୍ଷକ ଉପସ୍ଥିତ ଥିବା ବେଳେ ଅନ୍ୟ ଶିକ୍ଷୟିତ୍ରୀ ଯାଇଥିଲେ ଟ୍ରେନିଂରେ।  ଏମିତିରେ ପିଲା ପାଠପଢ଼ିବେ କ’ଣ ପାଟି ତୁଣ୍ଡ ହୋ ହଲ୍ଲାରେ ସରିଯାଉଛି କ୍ଲାସ।  ସ୍ମାର୍ଟ ସିଟି ବାସନ୍ତୀ କଲୋନି ଦୁର୍ଗାପୁର-ବି ସରକାରୀ ପ୍ରାଥମିକ ବିଦ୍ୟାଳୟର ସମାନ ସ୍ଥିତି ।

ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଆଶା ଉଜ୍ୱଳ, ଖୁବଶୀଘ୍ର ଆରମ୍ଭ ହେବ ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ କାମ

୧୯୭୧ ମସିହାରେ ବାସନ୍ତୀ କଲୋନୀ ଦୁର୍ଗପୁର-ବି ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସ୍କୁଲରେ ମୋଟ୍ ୫୨ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି କ୍ଷ ହେଲେ ସ୍କୁଲର ଅଵସ୍ଥା ବଦଳୁନାହିଁ। ଶିକ୍ଷାକୁ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ କେମିତି ପ୍ରଶାସନର ନଜର ଏହି ସ୍କୁଲ ଉପରେ ପଡ଼ୁନି ତାକୁ ନେଇ ପ୍ରଶ୍ନ ଉଠୁଛି। ସେପଟେ ବିଦ୍ୟାଳୟର ସମସ୍ୟା ନେଇ ଶିକ୍ଷକ, ସ୍କୁଲ କମିଟି ଅନେକ ଥର ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ କମିସନରଙ୍କୁ ଜଣାଇଥିଲେ ବି ଫଳ ଶୂନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe