ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ୫ଗୁରୁତର ଆଇଜିଏଚରେ ଭର୍ତ୍ତି

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ , ଏସ.ଏମ.ଏସ.ୱାନରେ ଏଭଳି ଅଘଟଣ ଘଟିଛି

rsp

କନକବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଏସ.ଏମ.ଏସ.ୱାନରେ ଏଭଳି ଅଘଟଣ ଘଟିଛି। ଘଟଣାରେ ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତରଳ ଲୁହା କର୍ମଚାରୀଙ୍କ ଉପରେ ପଡିବାରୁ ଗୁରୁତର ହୋଇପଡ଼ିଛନ୍ତି କର୍ମଚାରୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe