ଆଜିଠୁ ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନ ; ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ଆରମ୍ଭ ହେବ ଅଭିଯାନ

Advertisment

ଆଜିଠୁ ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବିଜେପିର ସଦସ୍ୟ ଅଭିଯାନ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ବିଜେପିର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ କାର୍ଯ୍ୟକର୍ତ୍ତା, ପଦାଧିକାରୀ ଯୋଗ ଦେଇ ପୁଣି ଥରେ ବିଜେପିର ସଦସ୍ୟତା ଗ୍ରହଣ କରିବେ।

BJP======

କନକ ବ୍ୟୁରୋ: ଆଜିଠୁ ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବିଜେପିର ସଦସ୍ୟ ଅଭିଯାନ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, ବିଜେପିର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ କାର୍ଯ୍ୟକର୍ତ୍ତା, ପଦାଧିକାରୀ ଯୋଗ ଦେଇ ପୁଣି ଥରେ ବିଜେପିର ସଦସ୍ୟତା ଗ୍ରହଣ କରିବେ। ପ୍ରତି ଛଅ ବର୍ଷରେ ଥରେ ବିଜେପିର ଥରେ ବିଜେପି ସଦସ୍ୟତାର ପୁନଃ ପଞ୍ଜିକରଣ ହୋଇଥାଏ। ଏହାକୁ ବିଜେପି ଦେଶବ୍ୟାପୀ ଏହି ସଦସ୍ୟତା ଅଭିଯାନ ପ୍ରକ୍ରିୟା ଆରମ୍ଭ ହୋଇଛି। 

ଅନ୍ୟପଟେ ଓଡ଼ିଶାରେ ଏକ କୋଟି ସଦସ୍ୟ ବିଜେପିର ସାମିଲ କରିବା ପାଇ ପଦ୍ମ କ୍ୟାମ୍ପ ଟାର୍ଗେଟ କରିଛି। ଏହାକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ବିଜେପିରେ ସଦସ୍ୟତା ଗ୍ରହଣ କରି ଦଳରେ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି ଦଳ। ୧୮ ବର୍ଷରୁ ଅଧିକ ହୋଇଥିଲେ ବିଜେପିରେ ସାମିଲ ହୋଇ ପାରିବେ। ଏହାକୁ ବିଜେପି ଘରକୁ ଘର ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe