ବିଜେପିର ମିସନ ପୂର୍ବୋତ୍ତର ରାଜ୍ୟ : ଆସାମକୁ ଦେଲେ ବିଭିନ୍ନ ପ୍ରକଳ୍ପ ଭେଟି

Advertisment

ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିମାନଉଡାଣରେ ବାଧା ପାଇଁ ନଦିଆ ଯାଇପାରିନଥିଲେ ଓ କୋଲକାତାରୁ ଜନସଭାକୁ ସମ୍ବୋଧିତ କରିଥିଲେ । ଗତ ୫ ମାସ ମଧ୍ୟରେ ତାଙ୍କର ତୃତୀୟ ଗସ୍ତ ।

ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିମାନଉଡାଣରେ ବାଧା ପାଇଁ ନଦିଆ ଯାଇପାରିନଥିଲେ ଓ କୋଲକାତାରୁ ଜନସଭାକୁ ସମ୍ବୋଧିତ କରିଥିଲେ । ଗତ ୫ ମାସ ମଧ୍ୟରେ ତାଙ୍କର ତୃତୀୟ ଗସ୍ତ ।

32

Photograph: (kanaknews)

କନକବ୍ୟୁରୋ : ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିମାନଉଡାଣରେ ବାଧା ପାଇଁ ନଦିଆ ଯାଇପାରିନଥିଲେ ଓ କୋଲକାତାରୁ ଜନସଭାକୁ ସମ୍ବୋଧିତ କରିଥିଲେ । ଗତ ୫ ମାସ ମଧ୍ୟରେ ତାଙ୍କର ତୃତୀୟ ଗସ୍ତ । କୁହାଯାଉଛି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ଶଙ୍ଖନାଦ ।  

ଅଧିକ ପଢନ୍ତୁ...ସ୍କୁଲ ଘର କରିଛନ୍ତି ବୋଲି ବାହାବା ନେବା ପାଇଁ କାନ୍ଥରେ ଲଗାଇଥିଲେ ଫଳକ : ଦୁଇ ଦିନରେ ଗଲା ୨ ଛାତ୍ରଙ୍କ ଜୀବନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ  ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶଂଖନାଦ ବୋଲି କୁହାଯାଉଛି । ସେପଟେ ଆସାମରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି । ପୂର୍ବ ସରକାର କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ସେପଟେ ରାହୁଲ ଗାନ୍ଧୀଙ୍କ ବିଦେଶଗସ୍ତ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛନ୍ତି କି ବିଦେଶ ଯାଇ ରାହୁଲ ଏମିତି କିଛି ଲୋକଙ୍କ ଭେଟୁଛନ୍ତି ଯେଉଁମାନେ ଭାରତ ବିରୋଧରେ ବିଷ ଉଗାରିଥାନ୍ତି ।ସଂସଦର ଶୀତଅଧିବେଶନକୁ ଅଧାରୁ ଛାଡି ରାହୁଲ ବର୍ତ୍ତମାନ ଜର୍ମାନୀରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe