କନକବ୍ୟୁରୋ: ବିଜେପିର ମିଶନ ଜମ୍ମୁ କାଶ୍ମୀର । ନିର୍ବାଚନୀ ଇସ୍ତାହାର ଜାରି କରି କାଶ୍ମୀର ବାସୀଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେବା ପରେ କେମିତି ଅଧିକରୁ ଅଧିକ ଭୋଟ ହାତେଇବ ସେନେଇ ସବୁପ୍ରକାର କସରତ ଚାଲିଛି। ଦୁଇ ଦିନିଆ ଗସ୍ତରେ ଯାଇଥିବା ଗୃହମନ୍ତ୍ରୀ ଅମିତ୍ ଶାହ ଆଜି କଂଗ୍ରେସ, ପିଡିପି ଓ ନ୍ୟାଶନାଲ କନଫେରେନ୍ସ ଉପରେ ବର୍ଷିଛନ୍ତି। ଏହି ତିନୋଟି ରାଜନୈତିକ ଦଳ କେନ୍ଦ୍ରଶାସିତ ଅଂଚଳକୁ ଲୁଟିବା ସହ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିବା ଅଭିଯୋଗ କରିଛନ୍ତି ଶାହା।
ବିଜେପିର ମିଶନ ଜମ୍ମୁକାଶ୍ମୀର :ଶାହାଙ୍କ ବୟାନ, ଜମ୍ମୁକାଶ୍ମୀରକୁ ଲୁଟିଛନ୍ତି କଂଗ୍ରେସ, ପିଡିପି ଓ ନ୍ୟାଶନାଲ କନଫରେନ୍ସ
ବିଜେପିର ମିଶନ ଜମ୍ମୁ କାଶ୍ମୀର । ନିର୍ବାଚନୀ ଇସ୍ତାହାର ଜାରି କରି କାଶ୍ମୀର ବାସୀଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେବା ପରେ କେମିତି ଅଧିକରୁ ଅଧିକ ଭୋଟ ହାତେଇବ ସେନେଇ ସବୁପ୍ରକାର କସରତ ଚାଲିଛି।
/kanak/media/media_files/tIAd9IDFnySaNaO80ruo.jpg)