କନକ ବ୍ୟୁରୋ : ସଂସଦରେ କଂଗ୍ରେସକୁ ବିଜେପିର କାଉଣ୍ଟର । କଂଗ୍ରେସ ଶିଳ୍ପପତି ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ମ୍ପକୁ ନେଇ ସରକାରଙ୍କୁ ଘେରୁଛି । ଆଉ ଏହାର କାଉଣ୍ଟର କରିବାକୁ ଆଜି ବିଜେପି ସୋନିଆ ଗାନ୍ଧଙ୍କ ସହ ହଙ୍ଗେରୀ-ଆମେରିକୀୟ କୋଟିପତି ଜର୍ଜ ସୋସୋସଙ୍କୁ ଜୋଡିଛି । ଆଜି ସଂସଦ ଭବନ ବାହାରେ ବିଜେପି ସାଂସଦମାନେ ସୋନିଆ ଗାନ୍ଧୀଙ୍କ ସହ ଜର୍ଜ ସେରୋସଙ୍କ ଫଟୋ ଦେଖାଇ ସୋନିଅଙ୍କ ସହ ଜର୍ଜଙ୍କ କଣ ସମ୍ପର୍କ ଥିଲା ବୋଲି ପ୍ରଶ୍ନ କରିଛନ୍ତି ।
ସଂସଦରେ କଂଗ୍ରେସକୁ ବିଜେପିର କାଉଁଣ୍ଟର । ସୋନିଆଙ୍କ ସହ ଜର୍ଜଙ୍କର କ'ଣ ରହିଛି ସଂପର୍କ, ଫଟୋ ଦେଖାଇ କଲେ ପ୍ରଶ୍ନ
ଆଜି ବିଜେପି ସୋନିଆ ଗାନ୍ଧଙ୍କ ସହ ହଙ୍ଗେରୀ-ଆମେରିକୀୟ କୋଟିପତି ଜର୍ଜ ସୋସୋସଙ୍କୁ ଜୋଡିଛି । ଆଜି ସଂସଦ ଭବନ ବାହାରେ ବିଜେପି ସାଂସଦମାନେ ସୋନିଆ ଗାନ୍ଧୀଙ୍କ ସହ ଜର୍ଜ ସେରୋସଙ୍କ ଫଟୋ ଦେଖାଇ ସୋନିଅଙ୍କ ସହ ଜର୍ଜଙ୍କ କଣ ସମ୍ପର୍କ ଥିଲା ବୋଲି ପ୍ରଶ୍ନ କରିଛନ୍ତି ।
/kanak/media/media_files/2024/12/12/Q4LhluqNQAApjWMDGzQq.jpg)