NUAPADA RESULT : ୩୦ ହଜାରରୁ ଅଧିକ ଭୋଟରେ ଜୟ ଢୋଲକିଆ ଆଗୁଆ, ବିଜେଡି ବହୁ ପଛରେ...

ନୂଆପଡ଼ା ନିର୍ବାଚନର ରେଜଲ୍ଟ ଆସୁଛି । ଆଉ ୯ମ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ବିଜେଡି କଂଗ୍ରେସକୁ ବହୁ ପଛରେ ପକାଇଛି ବିଜେପି । ମାତ୍ର ୯ମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଯାହାକି ତାଙ୍କ ବିଜୟକୁ ଧିରେ ଧିରେ ପକ୍କା କରୁଛି ।

NAVEEN

NAVEEN Photograph: (KANAK NEWS)

କନକ ବ୍ୟୁରୋ: ନୂଆପଡ଼ା ନିର୍ବାଚନର ରେଜଲ୍ଟ ଆସୁଛି । ଆଉ ୯ମ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ବିଜେଡି କଂଗ୍ରେସକୁ ବହୁ ପଛରେ ପକାଇଛି ବିଜେପି । ମାତ୍ର ୯ମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଯାହାକି ତାଙ୍କ ବିଜୟକୁ ଧିରେ ଧିରେ ପକ୍କା କରୁଛି । ଅନ୍ୟପଟେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୯ମ ରାଉଣ୍ଡ ସୁଦ୍ଧା ମାତ୍ର ୧୪ ହଜାର ୭୮୪ ଖଣ୍ଡ ଭୋଟ୍ ମିଳିଛି, ଆଉ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୧୯୫୭ ଖଣ୍ଡ ଭୋଟ୍ ମିଳିଛି ।  

9th round nuapada
9th round nuapada Photograph: (kanak news)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe