ଚାଷୀଙ୍କୁ ଜଳ ଯୋଗାଣ ନେଇ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ବିଜେପି ବିଧାୟକ । ବାଚସ୍ପତି ବି କଲେ ପ୍ରଶ୍ନ

ସେ କହିଛନ୍ତି କି, ପୂର୍ବତନ ମୁଖ୍ୟମନ୍ତ୍ରୀ ୪ ଥର ଉଦଘାଟନ କରିଥିଲେ ବି ଏପର୍ଯ୍ୟନ୍ତ ଚାଷୀଙ୍କ କ୍ଷେତକୁ ପାଣି ପହଂଚିନାହିଁ । ସେପଟେ ସନାତନଙ୍କ ପ୍ରଶ୍ନରେ ଆଉ ଏକ ପ୍ରଶ୍ନ ଯୋଡି ବାଚସ୍ପତି ସୁରମା ପାଢୀ ଅଭିଯୋଗ କରିଛନ୍ତି କି, ନୟାଗଡରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ୧୨୭ ଟି ଗଭୀର ନଳକୂପ ୮ ବର୍ଷ ହେବ ଅଚଳ ହୋଇପଡିଛି ।

vzfdgvdzvd

କନକ ବ୍ୟୁରୋ : ଚାଷୀଙ୍କ କ୍ଷେତକୁ ଜଳଯୋଗାଣ ନେଇ ଆଜି ବିଜେଡି ସରକାରକୁ ଘେରିଛି ବିଜେପି । ଗୃହରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ପୂର୍ବତନ ମୁଖ୍ୟମନ୍ତ୍ରୀ ୪ ଥର ଉଦଘାଟନ କରିଥିଲେ ବି ଏପର୍ଯ୍ୟନ୍ତ ଚାଷୀଙ୍କ କ୍ଷେତକୁ ପାଣି ପହଂଚିନାହିଁ । ସେପଟେ ସନାତନଙ୍କ ପ୍ରଶ୍ନରେ ଆଉ ଏକ ପ୍ରଶ୍ନ ଯୋଡି ବାଚସ୍ପତି ସୁରମା ପାଢୀ ଅଭିଯୋଗ କରିଛନ୍ତି କି, ନୟାଗଡରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ୧୨୭ ଟି ଗଭୀର ନଳକୂପ ୮ ବର୍ଷ ହେବ ଅଚଳ ହୋଇପଡିଛି । ଏସବୁ ପ୍ରଶ୍ନ ଉପରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି କି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏ ବିଷୟରେ ତୁରନ୍ତ ପଦକ୍ଷେପ ନିଆଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe