ଶୂନ୍ୟକାଳରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ।  ଚୋରି ଡକାୟତି ଭଳି ଅପରାଧିକ କାର୍ୟ୍ୟକଳାପ କରୁଛନ୍ତି ।

Advertisment

ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ କାମ କରୁଛନ୍ତି ।

New Project (7)ddd

କନକ ବ୍ୟୁରୋ: ଶୀତ ଅଧିବେଶନର ତୃତୀୟ ଦିନ ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ କାମ କରୁଛନ୍ତି । ରାତିରେ ଏମାନେ ଚୋରି ଡକାୟତି ଭଳି ଅପରାଧିକ କାର୍ୟ୍ୟକଳାପରେ ଲିପ୍ତ ରହୁଛନ୍ତି । ଏମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଉ । ନଚେତ୍ ଆଗକୁ ଏମାନେ ବିପଦ ସୃଷ୍ଟି କରିପାରନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe