କନକ ବ୍ୟୁରୋ: ଶୀତ ଅଧିବେଶନର ତୃତୀୟ ଦିନ ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ କାମ କରୁଛନ୍ତି । ରାତିରେ ଏମାନେ ଚୋରି ଡକାୟତି ଭଳି ଅପରାଧିକ କାର୍ୟ୍ୟକଳାପରେ ଲିପ୍ତ ରହୁଛନ୍ତି । ଏମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଉ । ନଚେତ୍ ଆଗକୁ ଏମାନେ ବିପଦ ସୃଷ୍ଟି କରିପାରନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ।
ଶୂନ୍ୟକାଳରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ । ଚୋରି ଡକାୟତି ଭଳି ଅପରାଧିକ କାର୍ୟ୍ୟକଳାପ କରୁଛନ୍ତି ।
ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ କାମ କରୁଛନ୍ତି ।
/kanak/media/media_files/2024/11/28/IbVv5Kioh5tQfgUr8EPl.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)