କନକ ବ୍ୟୁରୋ : ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ । ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଜୟନାରାୟଣ କହିଛନ୍ତି, ଉତ୍କଳ ଓ କୋଶଳର କଥା । କେବଳ ଉତ୍କଳର ଜୟଗାନ ଗାଇବ ଆଉ କୋଶଳର କାହିଁକି ଜୟଗାନ ଗାଇବ ନାହିଁ । ଏହା ଏକ ମାନସିକତା,ଆମକୁ ତୁମେ ଶୋଷଣ କରୁଛ ଏବଂ ଏହା ମଧ୍ୟ ଖୋଲାଖୋଲି କହିଛନ୍ତି, ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ । ଏହା ଆମର ଐତିହାସିକ ଭୁଲ୍ ଥିଲା ଏବଂ ଏନେଇ ଆନ୍ଦୋଳନ ହେବ ବୋଲି କହିଛନ୍ତି ଜୟନାରାୟଣ ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ; ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ
ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ । ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଜୟନାରାୟଣ କହିଛନ୍ତି, ଉତ୍କଳ ଓ କୋଶଳର କଥା । କେବଳ ଉତ୍କଳର ଜୟଗାନ ଗାଇବ ଆଉ କୋଶଳର କାହିଁକି ଜୟଗାନ ଗାଇବ ନାହିଁ । ଏହା ଏକ ମାନସିକତା,ଆମକୁ ତୁମେ ଶୋଷଣ କରୁଛ
/kanak/media/media_files/2025/03/08/msiF8CBv2eB2A32yGC6S.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)