କନକ ବ୍ୟୁରୋ; ନୂଆପଡା ପ୍ରାର୍ଥୀ ଚୟନ ନେଇ ବିଜେପିର ବଡ଼ ବୈଠକ । ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ବୈଠକ । ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିର୍ବାଚନରେ ପ୍ରାର୍ଥୀ ଙ୍କୁ ନେଇ କହିଛନ୍ତି, ସଂସଦୀୟ ବୋର୍ଡ ପ୍ରାର୍ଥୀ ଚୟନକରିବ ।
କେନ୍ଦ୍ରୀୟ ନିଷ୍ପତି ନେବ ପାର୍ଲିଆମେଣ୍ଟ ପାର୍ଟି । ବିଏଲ ସନ୍ତୋଷ ହେଉଛନ୍ତି ପାର୍ଲିଆମେଣ୍ଟ ପାର୍ଟିର ସଦସ୍ୟ । ଯେଉଁ ରିପୋର୍ଟ ସେ ସଂଗ୍ରହ କରିବେ ତାହାକୁ ନେଇ ପାର୍ଲିଆମେଣ୍ଟ ପାର୍ଟି ନିଷ୍ପତି ନେବ ଯେ ପ୍ରାର୍ଥୀ କିଏ ହେବ । ମନ୍ତ୍ରୀ ମାନଙ୍କ ସହ ସାଂଗଠାନିକ ବିଷୟରେ ଚର୍ଚ୍ଚା ହୋଇଥିବା କହିଛନ୍ତି ମନମୋହନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/10/election-2025-10-10-07-25-27.jpg)