ବିଜେପିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ସୁନୀତି ମୁଣ୍ଡ ଦଳରୁ ନିଲମ୍ବିତ ।

Advertisment

ବିଜେପିର ପୂର୍ବତନ ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବିତ ।

Updated On

ବିଜେପିର ପୂର୍ବତନ ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବିତ ।

ଅଦ୍ୟତନ ହୋଇଛି
New Project (1_

କନକ ବ୍ୟୁରୋ:  ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟର ବିଜେପିର କାର୍ୟ୍ୟାନୁଷ୍ଠାନ । ପୂର୍ବତନ ବିଏମସି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସଭାପତି ।  ଏହାକୁ ନେଇ ରାଜ୍ୟ କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି । ଏହି କ୍ରମରେ ମୋଟ ପାଞ୍ଚ ଜଣ ସଦସ୍ୟଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe