କନକ ବ୍ୟୁରୋ: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟର ବିଜେପିର କାର୍ୟ୍ୟାନୁଷ୍ଠାନ । ପୂର୍ବତନ ବିଏମସି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସଭାପତି । ଏହାକୁ ନେଇ ରାଜ୍ୟ କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି । ଏହି କ୍ରମରେ ମୋଟ ପାଞ୍ଚ ଜଣ ସଦସ୍ୟଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଛି ।
ବିଜେପିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ସୁନୀତି ମୁଣ୍ଡ ଦଳରୁ ନିଲମ୍ବିତ ।
ବିଜେପିର ପୂର୍ବତନ ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବିତ ।
/kanak/media/media_files/gdYOlBRrSRxgZPHTY3PF.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)