ମନମୋହନ ସାମଲଙ୍କ ମନ୍ତବ୍ୟ ପରେ ବିଜେପି-ବିଜେଡି ମୁହାଁମୁହିଁ । ନେତାଙ୍କ ନାମ ଖୁଲାସା କରିବାକୁ ବିଜେଡିର ଦାବି

Advertisment

ଖୋଲା ଆହ୍ବାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କହିଛନ୍ତି, କେଉଁ ନେତା ଯୋଗାଯୋଗରେ ଅଛନ୍ତି ନାଁ ପ୍ରକାଶ କରନ୍ତୁ ମନମୋହନ ସାମଲ। ସମସ୍ତଙ୍କୁ ଭୁଆଁ ବୁଲାଇଲା ପରି କହୁଛନ୍ତି ରାଜ୍ୟ ସଭାପତି ।

ଖୋଲା ଆହ୍ବାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କହିଛନ୍ତି, କେଉଁ ନେତା ଯୋଗାଯୋଗରେ ଅଛନ୍ତି ନାଁ ପ୍ରକାଶ କରନ୍ତୁ ମନମୋହନ ସାମଲ। ସମସ୍ତଙ୍କୁ ଭୁଆଁ ବୁଲାଇଲା ପରି କହୁଛନ୍ତି ରାଜ୍ୟ ସଭାପତି ।

afreaffr

କନକ ବ୍ୟୁରୋ : ବିଜେଡି ଖାଲି ହୋଇଯିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ ପରେ ଜୋର ଧରିଲା ରାଜନୀତି । ମୁହାଁମହିଁ ବିଜେଡି ଓ ବିଜେପି ନେତା । ଖୋଲା ଆହ୍ବାନ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କହିଛନ୍ତି, କେଉଁ ନେତା ଯୋଗାଯୋଗରେ ଅଛନ୍ତି ନାଁ ପ୍ରକାଶ କରନ୍ତୁ ମନମୋହନ ସାମଲ। ସମସ୍ତଙ୍କୁ ଭୁଆଁ ବୁଲାଇଲା ପରି କହୁଛନ୍ତି ରାଜ୍ୟ ସଭାପତି । ବିଜେଡି ମଜବୁତ ଅଛି । ଆଗକୁ ମଧ୍ୟ ରହିବ। ବିଜେପିର ଅଭ୍ୟାସ ମିଛ ପ୍ରଚାର କରିବା। ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗିଛି ବିଜେପି। ବିଜେପି ବିଧାୟକ ସନାତନ ବିଜୁଳୀ କହିଛନ୍ତି, ବିଜେଡି ଏବେ ଶେଷ ହେବାକୁ ଯାଉଛି। ଭାରତରେ ବିଜେପି ହେଉଛି ଏକ ମାତ୍ର ବିକଳ୍ପ । ଆଗାକୁ ଦେଖନ୍ତୁ କଣ ହେଉଛି । ତାଙ୍କୁ ଭାଙ୍ଗିବାକୁ ପଡିବ ନାହିଁ । ବିଜେଡି ଆପେ ଆପେ ଭାଙ୍ଗିଯିବ ବୋଲି କହିଛନ୍ତି ବିଜେପି ବିଧାୟକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe