ପୋଲାଭରମ ସ୍ଥିତି ସମୀକ୍ଷା କଲା ବିଜେଡି ,ଆସନ୍ତା କାଲି ଦଳର ସଭାପତିଙ୍କୁ ରିପୋର୍ଟ ଦେବ ଟିମ ।

Advertisment

ଆନ୍ଧ୍ର ଯାଇ ୨ଦିନିଆ ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ବିଜେଡି ଟିମ । ଦେବୀ ମିଶ୍ରଙ୍କ ନେତୃତ୍ୱରେ ସାଂସଦ ମୁନା ଖାଁ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ମାଝୀ, ଭୃଗୁବକ୍ସି ପାତ୍ର ଓ ଭାସ୍କର ରାଓ ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲାରେ ସ୍ଥିତି ସମୀକ୍ଷା କରିଛନ୍ତି

bhubaneswar

କନକବ୍ୟୁରୋ: ଆନ୍ଧ୍ର ଯାଇ ୨ଦିନିଆ ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ବିଜେଡି ଟିମ । ଦେବୀ ମିଶ୍ରଙ୍କ ନେତୃତ୍ୱରେ ସାଂସଦ ମୁନା ଖାଁ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ମାଝୀ, ଭୃଗୁବକ୍ସି ପାତ୍ର ଓ ଭାସ୍କର ରାଓ ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲାରେ ସ୍ଥିତି ସମୀକ୍ଷା କରିଛନ୍ତି । ଆନ୍ଧ୍ରରେ ପୋଲାଭରମର ସ୍ଥିତି ଦେଖିବା ସହ ଆଲୋଚନା କରିଥିବା କହିଛନ୍ତି ଦେବୀ ମିଶ୍ର । ଗତକାଲି କମିଟି ସଦସ୍ୟ ଭୁବନେଶ୍ବରରେ ପହଂଚିଛନ୍ତି । ଆସନ୍ତାକାଲି ଏନେଇ ଦଳର ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ଟିମ୍ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe