କନକବ୍ୟୁରୋ : ଭୁବନେଶ୍ବର ବିଜେଡ଼ିରେ ହଲଚଲ୍। ବିଜେଡ଼ି କର୍ପୋରେଟରଙ୍କ ମେଳି । ଗୋଟିଏ ବସରେ ଏକାଠି ହେଲେ ୩୦ ଜଣ କର୍ପୋରେଟର। ବିଜେଡିର ସମସ୍ତ କର୍ପୋରେଟର ଏକାଠି ହୋଇ ଲୋକନାଥ ଦର୍ଶନ ପାଇଁ ଯାଉଛନ୍ତି । ବିଜେଡ଼ିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ବିରୋଧରେ ମେଳି ହୋଇଥିବା ସୂଚନା।
ତେଜୁଛି ବିଜେଡି କର୍ପୋରେଟରଙ୍କ ବିବାଦ । ଏକାଠି ହେଲେ ୩୦ କର୍ପୋରେଟର
ଭୁବନେଶ୍ବର ବିଜେଡ଼ିରେ ହଲଚଲ୍। ବିଜେଡ଼ି କର୍ପୋରେଟରଙ୍କ ମେଳି। ଗୋଟିଏ ବସରେ ଏକାଠି ହେଲେ ୩୦ ଜଣ କର୍ପୋରେଟର ।
/kanak/media/media_files/NboaqQbr4llr6IqSnxPP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)