videos ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ Advertisment ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରସନ୍ନ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ପାଣ୍ଡିଆନ ଥିବା ପର୍ଯ୍ୟନ୍ତ ବିଜେଡି ନିର୍ବାଚନ ଜିତି ପାରିବ ନାହିଁ ବୋଲି ଭବିଷ୍ୟତବାଣୀ କରିଛନ୍ତି ପାଟ୍ଟଶାଣୀ । October 15, 2024, 10:38 PM IST ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରସନ୍ନ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ପାଣ୍ଡିଆନ ଥିବା ପର୍ଯ୍ୟନ୍ତ ବିଜେଡି ନିର୍ବାଚନ ଜିତି ପାରିବ ନାହିଁ ବୋଲି ଭବିଷ୍ୟତବାଣୀ କରିଛନ୍ତି ପାଟ୍ଟଶାଣୀ । 15 Oct 2024 22:38 IST Manoranjan Behera Follow Us