ଦରଦାମ ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି: ୬ ତାରିଖରେ ଆନ୍ଦୋଳନ ଡାକରା । ସ୍ଥିତି ନିୟନ୍ତ୍ରଣକୁ ନଆସିଲେ, ୩୦ ଜିଲ୍ଲାରେ ହେବ ବ୍ୟାପକ ଆନ୍ଦୋଳନ

Advertisment

୬ ତାରିଖରେ ବିଜେଡି କରିବ ଆନ୍ଦୋଳନ । ଲୋକସେବା ଭବନ ଆଗରେ ପିଏମଜି ଛକରେ ରାସ୍ତାକୁ ଓହ୍ଲାଇବ ଦଳ । ଦରଦାମ୍ ବୃଦ୍ଧି ନେଇ ପ୍ରତିବାଦ କରିବ ବିଜୁ ଜନତା ଦଳ । ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

୬ ତାରିଖରେ ବିଜେଡି କରିବ ଆନ୍ଦୋଳନ । ଲୋକସେବା ଭବନ ଆଗରେ ପିଏମଜି ଛକରେ ରାସ୍ତାକୁ ଓହ୍ଲାଇବ ଦଳ । ଦରଦାମ୍ ବୃଦ୍ଧି ନେଇ ପ୍ରତିବାଦ କରିବ ବିଜୁ ଜନତା ଦଳ । ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

c

କନକ ବ୍ୟୁରୋ: ୬ ତାରିଖରେ ବିଜେଡି କରିବ ଆନ୍ଦୋଳନ । ଲୋକସେବା ଭବନ ଆଗରେ ପିଏମଜି ଛକରେ ରାସ୍ତାକୁ ଓହ୍ଲାଇବ ଦଳ । ଦରଦାମ୍ ବୃଦ୍ଧି ନେଇ ପ୍ରତିବାଦ କରିବ ବିଜୁ ଜନତା ଦଳ । ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଯେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ ହୁ ହୁ  ହୋଇ ବଢି ଚାଲିଛି । ପ୍ରତ୍ୟେକ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଦାମ୍ ବଢିଛି।  ଲୋକେ ହନ୍ତ ସନ୍ତ ହେଉଛନ୍ତି ।  ଓଡିଶା ବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ । ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ । ଆସନ୍ତା ୬ ତାରିଖରେ ସକାଳ ସାଢ଼େ ୧୦ରୁ ୧୧ ଭିତରେ ଲୋୟର ପିଏମଜିରେ ବିକ୍ଷୋଭ କରାଯିବ । ଆମର ଦାବି ରହିବ ଦରଦାମ୍ ନିୟନ୍ତ୍ରଣ କରନ୍ତୁ । ନଚେତ୍ ୬ ତାରିଖରେ ପରେ ଓଡିଶାର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe