ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ଼ ପ୍ରେସମିଟ: ସାମ୍ବାଦିକ ସମ୍ମିଳନୀ କରି କହିଲେ, ଆମେ ୭ଜଣ ଏକାଠି ଅଛୁ

Advertisment

ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ଼ ପ୍ରେସମିଟ୍ । ବିଜେଡିର ୭ ରାଜ୍ୟସଭା ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ ।

ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ଼ ପ୍ରେସମିଟ୍ । ବିଜେଡିର ୭ ରାଜ୍ୟସଭା ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ ।

BJD 1

କନକ ବ୍ୟୁରୋ: କନକ ବ୍ୟୁରୋ : ଦିଲ୍ଲୀରେ ବିଜେଡି ସାଂସଦଙ୍କ ବଡ଼ ପ୍ରେସମିଟ୍ । ବିଜେଡିର ୭ ରାଜ୍ୟସଭା ସାଂସଦ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ । ଆମେ ୭ ସାଂସଦ ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ସାଂସଦ କହିଛନ୍ତି । 

ବିଜେଡି ସାଂସଦ ପ୍ରେସମିଟ୍ କରି ଆହୁରି କହିଛନ୍ତି କି, ବିଜେଡି ସାଂସଦ ବିଜେପିରେ ମିଶିବା ଖବର ପ୍ରସାରଣ ହୋଇଥିଲା । ମନଗଢା ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ମଧ୍ୟ ଅପିଲ୍ କରିଛନ୍ତି । ବିଜେଡି ସାଂସଦ ଏପରି କହିବା ସହ ହଜାର କୋଟିର ମାନହାନୀ ମକଦ୍ଦମା ଚେତାବନୀ ଦେଇଛନ୍ଚି ନିରଞ୍ଜନ ବିଶି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe