ପ୍ରାର୍ଥନାକୁ କଟାକ୍ଷ କରିଥିଲେ , ପରେ ଭୁଲ ମାଗିଲେ ରାଜ୍ୟସଭା ସାଂସଦ ମୁନା ଖାଁ

Advertisment

ଭୁଲ ବୁଝିଲେ ରାଜ୍ୟସଭା ସାଂସଦ ମୁନା ଖାଁ।  ପ୍ରାର୍ଥନା ’ଆହେ ଦୟାମୟ ବିଶ୍ଵ ବିହାରୀ’ର ପକ୍ତିକୁ କରିଥିଲେ କଟାକ୍ଷ। ବିରୋଧର ସ୍ବର ଉଠିବାରୁ ଭୁଲ ମାଗଲେ ବିଜେଡି ନେତା। 

ଭୁଲ ବୁଝିଲେ ରାଜ୍ୟସଭା ସାଂସଦ ମୁନା ଖାଁ।  ପ୍ରାର୍ଥନା ’ଆହେ ଦୟାମୟ ବିଶ୍ଵ ବିହାରୀ’ର ପକ୍ତିକୁ କରିଥିଲେ କଟାକ୍ଷ। ବିରୋଧର ସ୍ବର ଉଠିବାରୁ ଭୁଲ ମାଗଲେ ବିଜେଡି ନେତା। 

06ୖଦମୗନଦ

କନକ ବ୍ୟୁରୋ: ଭୁଲ ବୁଝିଲେ ରାଜ୍ୟସଭା ସାଂସଦ ମୁନା ଖାଁ । ନିକଟ ଅତୀତରେ ରାଜ୍ୟସଭା ସାଂସଦ ମୁନା ଖାଁ ଏକ ସଭାରେ ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କ ରଚିତ ପ୍ରାର୍ଥନା ଆହେ ଦୟାମୟ ବିଶ୍ଵ ବିହାରୀର ଶେଷ ଦୁଇ ପକ୍ତିକୁ କଟାକ୍ଷ କରିଥିଲେ । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ  ପ୍ରସାରଣ ସହ ସ୍ବର୍ଗତ ରାମକୃଷ୍ଣ ନନ୍ଦଙ୍କ ପରିବାର ପକ୍ଷରୁ ନାନାମତେ ପ୍ରତିକ୍ରିୟାର ସ୍ୱର ଉଠିଥିଲା । ପରେ ମୁନା ଖାଁ ନିଜର ଭୁଲ ମନ୍ତବ୍ୟକୁ ଉପଲବ୍ଧି କରି ଆଜି ସ୍ବର୍ଗତ ରାମକୃଷ୍ଣ ନନ୍ଦଙ୍କ ବାସଭବନରେ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ନମସ୍ୟ ହେବାସହ ତାଙ୍କ ପରିବାରକୁ ଭେଟିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe