ବିଜେଡି ବିଧାୟକ ନିରାଶ, ନିର୍ବାଚନ ମାମଲାର ହେବ ଶୁଣାଣି

Advertisment

ବିଜେଡି ବିଧାୟିକା ମନୋରମା ମହାନ୍ତି ନିରାଶ । ତାଙ୍କ ବିରୁଦ୍ଧରେ ଆସିଥିବା ନିର୍ବାଚନ ମାମଲାର ହେବ ଶୁଣାଣି ।  ତାଙ୍କ ବିରୁଦ୍ଧରେ ହୋଇଥିବା ଆବେଦନ ଖାରଜ ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟିକା ।

ବିଜେଡି ବିଧାୟିକା ମନୋରମା ମହାନ୍ତି ନିରାଶ । ତାଙ୍କ ବିରୁଦ୍ଧରେ ଆସିଥିବା ନିର୍ବାଚନ ମାମଲାର ହେବ ଶୁଣାଣି ।  ତାଙ୍କ ବିରୁଦ୍ଧରେ ହୋଇଥିବା ଆବେଦନ ଖାରଜ ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟିକା ।

kks

କନକ ବ୍ୟୁରୋ: ବିଜେଡି ବିଧାୟିକା ମନୋରମା ମହାନ୍ତି ନିରାଶ । ତାଙ୍କ ବିରୁଦ୍ଧରେ ଆସିଥିବା ନିର୍ବାଚନ ମାମଲାର ହେବ ଶୁଣାଣି ।  ତାଙ୍କ ବିରୁଦ୍ଧରେ ହୋଇଥିବା ଆବେଦନ ଖାରଜ ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟିକା । ନିର୍ବାଚନ ଅନିୟମିତତା ନେଇ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ତାଙ୍କ ବିରୋଧରେ ମାମଲା କରିଛନ୍ତି । ସେହିପରି ଜଳେଶ୍ଵର ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ର ମଧ୍ୟ ନିରାଶ ହୋଇଛନ୍ତି । ତାଙ୍କ ବିରୁଦ୍ଧରେ ମଧ୍ୟ ଆସିଥିବା ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ହେବ । ପୂର୍ବରୁ ମାମଲାକୁ ଖାରଜ କରିଥିଲେ ପାଇଁ ହାଇକୋର୍ଟରେ ନିବେଦନ କରିଥିଲେ ଜଳେଶ୍ଵର ବିଜେଡି ବିଧାୟକ । ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ ବିଜେଡି ବିଧାୟକ ଅଶ୍ଵିନୀ ପାତ୍ରଙ୍କ ନାଁରେ ଏହି ମାମଲା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe