ସଙ୍କୁଚିତ ହେବ ପୂର୍ବତଟ ରେଳପଥ ! ୧୦ ହଜାର କୋଟି ରାଜସ୍ୱ ହରାଇବ ଓଡ଼ିଶା ।

Advertisment

ଶୂନ୍ୟକାଳରେ ବିଜେଡି ବିଧାୟକ ସାରଦା ପ୍ରସାଦ ଜେନା ଉଠାଇଲେ ରେଲୱେ ୱାଲଟିଅର ଜୋନ୍ ପ୍ରସଙ୍ଗ । ଆନ୍ଧ୍ରକୁ ସମର୍ଥନ ଦେଇ ଓଡିଶା ସ୍ୱାର୍ଥକୁ ଅଣଦେଖା କରାଯାଉଛି କି ? 

ଶୂନ୍ୟକାଳରେ ବିଜେଡି ବିଧାୟକ ସାରଦା ପ୍ରସାଦ ଜେନା ଉଠାଇଲେ ରେଲୱେ ୱାଲଟିଅର ଜୋନ୍ ପ୍ରସଙ୍ଗ । ଆନ୍ଧ୍ରକୁ ସମର୍ଥନ ଦେଇ ଓଡିଶା ସ୍ୱାର୍ଥକୁ ଅଣଦେଖା କରାଯାଉଛି କି ? 

New Project (8)ddddds .

କନକ ବ୍ୟୁରୋ: ପୂର୍ବତଟ ରେଳବାଇରୁ ୱାଲଟିଅର ଡିଭିଜନକୁ ଅଲଗା କରି ପୂର୍ବତଟ ରେଳବାଇର ପରିସୀମାକୁ ସଙ୍କୁଚିତ କରଯାଉଛି । ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି ସାରଦା ଜେନା ।  ସମ୍ବଲପୁର, ଖୋର୍ଦ୍ଧା ଓ ୱାଲଟିଅରକୁ ନେଇ ପୂର୍ବତଟ ରେଳବାଇ ଗଠିତ ହୋଇଥିଲା । ମାତ୍ର କେନ୍ଦ୍ର ସରକାର ଆନ୍ଧ୍ରକୁ ଖୁସି କରିବାକୁ ୱାଲଟିଅର ଜୋନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୋଲାଭରମରେ ଯେଭଳି ଆନ୍ଧ୍ରକୁ ସମର୍ଥନ ଦେଇ ଓଡିଶା ସ୍ୱାର୍ଥକୁ ଅଣଦେଖା କରାଗଲା । ରେଲୱେ କ୍ଷେତ୍ରରେ ବି ସେଭଳି ନୀତି ଆପଣା ଯାଉଛି । ଏହାଦ୍ୱାରା ୧୦ ହଜାର କୋଟି ଟଙ୍କାର ରାଜସ୍ଵ ହାନି ହେବ । ବିଜେଡି ସାରଦା ଜେନା ଏଭଳି ଅଭିଯୋଗ ଆଣିଥିବା ବେଳେ ତାଙ୍କ  ସ୍ୱରରେ ସ୍ୱର ମିଳାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe