କନକ ବ୍ୟୁରୋ : ଦରଦାମ୍ ବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ ବେଳେ ବଡ଼ ବୟାନ ରଖିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ କହିଛନ୍ତି, ଅନେକ ଲୋକ ଏପଟ ସେପଟ ହେଉଛନ୍ତି । ଏପଟେ ଯିବୁ କି ସେପଟେ ଯିବୁ ଦେଖୁଛନ୍ତି । କିନ୍ତୁ ଆମେ ଲଢେଇ କରିବାକୁ ଅଛୁ ବୋଲି କହିଛନ୍ତି ଆଠଗଡ଼ର ଏହି ବରିଷ୍ଠ ବିଧାୟକ । ସେପଟେ ରାଜା ସ୍ବାଇଁଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଟ ବିଜେଡି ।