ବାହାହେବେ ବିଜେଡି ନେତା ପ୍ରଦୀପ ମାଝୀ : ଗୋଆରେ ହେବେ ହାତକୁ ଦି ହାତ

Advertisment

ବାହାହେବେ ବିଜେଡି ନେତା ପ୍ରଦୀପ ମାଝି ।  ୧୨ ତାରିଖରେ ଗୋଆରେ ବାହା ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ । ଆସନ୍ତା ୧୨ ତାରିଖରେ ଗୋଆରେ ବାହା ହେବା ନେଇ ସୂଚନା 

ବାହାହେବେ ବିଜେଡି ନେତା ପ୍ରଦୀପ ମାଝି ।  ୧୨ ତାରିଖରେ ଗୋଆରେ ବାହା ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ । ଆସନ୍ତା ୧୨ ତାରିଖରେ ଗୋଆରେ ବାହା ହେବା ନେଇ ସୂଚନା 

PRADIP

କନକବ୍ୟୁରୋ : ବାହାହେବେ ବିଜେଡି ନେତା ପ୍ରଦୀପ ମାଝି ।  ୧୨ ତାରିଖରେ ଗୋଆରେ ବାହା ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ । ଆସନ୍ତା ୧୨ ତାରିଖରେ ଗୋଆରେ ବାହା ହେବା ନେଇ ସୂଚନା  ।  ଏ ନେଇ ମଧ୍ୟ ପ୍ରଦୀପ ମାଝି କନକ ନ୍ୟୁଜକୁ ସ୍ପଷ୍ଟ କରିଛନ୍ତି  । ଗତକାଲି ହିଁ ସେ ଗୋଆ ଯାଇଛନ୍ତି । ପରିବାରବର୍ଗ, ନିଜ ଅଳ୍ପ ବନ୍ଧୁବାନ୍ଧବ ଓ ସହଯୋଗୀ ହିଁ ଏହି ବାହାଘରରେ ସାମିଲ ହେବେ ।

ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ  ।  ନବରଙ୍ଗପୁରର ସେ  କଂଗ୍ରେସ ସାସଂଦ ଥିଲେ  ।  ୨୦୨୪ ନିର୍ବାଚନ ପୂର୍ବରୁ  ବିଜେଡିରେ ସାମିଲ ହୋଇଥିଲେ । ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ  ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe