ଢେଙ୍କାନାଳରେ ଦୁର୍ବଳ ହେଉଛି ବିଜେଡି । ପଦାରେ ପଡିଲା ଅନ୍ତଃ କନ୍ଦଳ । ଅନାସ୍ଥା ପ୍ରସ୍ତାବରେ ହାରିଲେ ବିଜେଡି ସମର୍ଥିତ ସଦର ବ୍ଲକ ଅଧ୍ୟକ୍ଷା

Advertisment

ଢେଙ୍କାନାଳ ସଦର ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷା ହେବା ସ୍ପଷ୍ଟ ହୋଇଯାଇଛି। ଢେଙ୍କାନାଳରେ ବିଜେପିର ଦବଦବା ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଓଡ଼ିଶାରେ ବିଜେଡି ସଫା ହେଇଯିବ । ଢ଼େଙ୍କାନାଳରେ ମୂଳପୋଛ ହେଇଯିବ ବିଜେଡି । ସେପଟେ ବିଜେଡିର ପୂର୍ବତନ ବିଧାୟକ ସୁଧୀର ସାମଲ ନିଜ ଦଳର ପରାଜୟକୁ ସ୍ବୀକାର କରିଛନ୍ତି ।...

hhfhfctgh

କନକ ବ୍ୟୁରୋ : ଢ଼େଙ୍କାନାଳରେ ବିଜେଡି ଦୁର୍ବଳ ହେଉଥିବା ଚର୍ଚ୍ଚା ସତ ହୋଇଛି। ବିଜେଡି ସମର୍ଥିତ ଢ଼େଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ସେ ହାରି ଯାଇଛନ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ଭୋଟଗ୍ରହଣ କରାଯାଇଥିଲା । ଏଥିରେ ମୋଟ୍ ୬୨ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୪୪ ଓ ବିପକ୍ଷରେ ୧୭ ଖଣ୍ଡ ଭୋଟ୍ ପଡ଼ିଥିଲା। ଗୋଟିଏ ନାକଚ ହୋଇଯାଇଥିଲା । 

ଢେଙ୍କାନାଳ ସଦର ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷା ହେବା ସ୍ପଷ୍ଟ ହୋଇଯାଇଛି। ଢେଙ୍କାନାଳରେ ବିଜେପିର ଦବଦବା ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଓଡ଼ିଶାରେ ବିଜେଡି ସଫା ହେଇଯିବ । ଢ଼େଙ୍କାନାଳରେ ମୂଳପୋଛ ହେଇଯିବ ବିଜେଡି । ସେପଟେ ବିଜେଡିର ପୂର୍ବତନ ବିଧାୟକ ସୁଧୀର ସାମଲ ନିଜ ଦଳର ପରାଜୟକୁ ସ୍ବୀକାର କରିଛନ୍ତି ।...

ପୂର୍ବରୁ ଗଂଦିଆ ବ୍ଲକର ଅଧ୍ୟକ୍ଷା ରୀନାରାଣୀ ଖଟୁଆ ବିଜେଡିକୁ ବାଏ ବାଏ କରି ବିଜେପିରେ ମିଶି ସାରିଛନ୍ତି । । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe