ବିଜୟ ପାଲ ସିଂ ତୋମାରଙ୍କ ବିସ୍ଫୋରକ ବୟାନ : ଓଡିଶାରେ ଭାଙ୍ଗିଯିବ ବିଜେଡି ଓ କଂଗ୍ରେସ

Advertisment

ବିଜେଡି ଏବଂ କଂଗ୍ରେସ  ଶେଷ  ହୋଇଯିବ  । ଏଭଳି ବିଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ  ବିଜୟ ପାଲ ସିଂ  ତୋମାର । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର ।

ବିଜେଡି ଏବଂ କଂଗ୍ରେସ  ଶେଷ  ହୋଇଯିବ  । ଏଭଳି ବିଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ  ବିଜୟ ପାଲ ସିଂ  ତୋମାର । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର ।

efef

କନକ ବ୍ୟୁରୋ:  ବିଜେଡି ଏବଂ କଂଗ୍ରେସ  ଶେଷ  ହୋଇଯିବ  । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ  ବିଜୟ ପାଲ ସିଂ  ତୋମାର । ବିଜେଡ଼ିରେ ଧାଁଦୌଡ଼ ଲାଗିଛି । ସେମାନେ ବିଜେପିକୁ ଆସିବାକୁ ଚାହୁଁଛନ୍ତି । ପାର୍ଟି ଭାଙ୍ଗି ଆମ ସହିତ ଆସିବାକୁ ଚାହୁଁଛନ୍ତି  । ଆମେ ତାଙ୍କୁ ସିମ୍ପାଥି ଦେବାକୁ ଚାହୁଁନାହୁଁ । ଦୁଇ ଜଣ ସାଂସଦ ଆସିଛନ୍ତି ଆଉ ଅନେକ ଆମ ସହିତ ସମ୍ପର୍କ କରୁଛନ୍ତି । ବିଜେଡ଼ିର ଅନେକ ବିଧାୟକ ବିଜେପିକୁ ଆସିବାକୁ ଆମ ସହ ଯୋଗାଯୋଗରେ ଅଛନ୍ତି କିନ୍ତୁ ଆମେ ଏବେ ସେମାନଙ୍କୁ ନେବାକୁ ଚାହୁଁନାହୁଁ । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe