ରାଜ୍ୟରେ ମୁଖ୍ୟ ପଶୁ ରୋଗ ଗବେଷଣା କେନ୍ଦ୍ରରୁ ଆସିଲା ତଥ୍ୟ । ବର୍ତ୍ତମାନ ସୁଦ୍ଧା ୫୫ ଟି ବାର୍ଡ ଫ୍ଲୁ ସାମ୍ପୁଲ ପଜିଟିଭ, ୩୦ ହଜାର ସାମ୍ପୁଲ ଟେଷ୍ଟ ପାଇଁ ରହିଛି ଲକ୍ଷ୍ୟ

Advertisment

ତିରିଶ ହଜାର ସାମ୍ପୁଲ ଟେଷ୍ଟ ପାଇଁ ଲକ୍ଷ ରଖାଯାଇଛି । ଏବେ ଯାଏଁ ୫୫ ଟି ବାର୍ଡ ଫ୍ଲୁ ସାମ୍ପୁଲ୍ ପଜିଟିଭ ଆସିଛି । କଟକ ଜିଲ୍ଲା ରେ ଏବେ ଯାଏଁ ୧୦୦ ଟି ସାମ୍ପୁଲ୍ ଟେଷ୍ଟ ପାଇଁ ଯାଇଛି।

ତିରିଶ ହଜାର ସାମ୍ପୁଲ ଟେଷ୍ଟ ପାଇଁ ଲକ୍ଷ ରଖାଯାଇଛି । ଏବେ ଯାଏଁ ୫୫ ଟି ବାର୍ଡ ଫ୍ଲୁ ସାମ୍ପୁଲ୍ ପଜିଟିଭ ଆସିଛି । କଟକ ଜିଲ୍ଲା ରେ ଏବେ ଯାଏଁ ୧୦୦ ଟି ସାମ୍ପୁଲ୍ ଟେଷ୍ଟ ପାଇଁ ଯାଇଛି।

91

କନକ ବ୍ୟୁରୋ : ଭୟ ବଢ଼ାଉଛି ବାର୍ଡ ଫ୍ଲୁ। କଟକ ଫୁଲନଖରାସ୍ଥିତ ରାଜ୍ୟ ମୁଖ୍ୟ ପଶୁ ରୋଗ ଗବେଷଣା କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୨୬ ହଜାର ୬୩ ସନ୍ଦିଗ୍ଧ ବାର୍ଡ ଫ୍ଲୁ ସାମ୍ପୂଲ୍ ସଂଗ୍ରହ କରାଯାଇଛି। ତିରିଶ ହଜାର ସାମ୍ପୁଲ ଟେଷ୍ଟ ପାଇଁ ଲକ୍ଷ ରଖାଯାଇଛି । ଏବେ ଯାଏଁ ୫୫ ଟି ବାର୍ଡ ଫ୍ଲୁ ସାମ୍ପୁଲ୍ ପଜିଟିଭ ଆସିଛି । କଟକ ଜିଲ୍ଲା ରେ ଏବେ ଯାଏଁ ୧୦୦ ଟି ସାମ୍ପୁଲ୍ ଟେଷ୍ଟ ପାଇଁ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe