କନକ ବ୍ୟୁରୋ : ଭୟ ବଢ଼ାଉଛି ବାର୍ଡ ଫ୍ଲୁ। କଟକ ଫୁଲନଖରାସ୍ଥିତ ରାଜ୍ୟ ମୁଖ୍ୟ ପଶୁ ରୋଗ ଗବେଷଣା କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୨୬ ହଜାର ୬୩ ସନ୍ଦିଗ୍ଧ ବାର୍ଡ ଫ୍ଲୁ ସାମ୍ପୂଲ୍ ସଂଗ୍ରହ କରାଯାଇଛି। ତିରିଶ ହଜାର ସାମ୍ପୁଲ ଟେଷ୍ଟ ପାଇଁ ଲକ୍ଷ ରଖାଯାଇଛି । ଏବେ ଯାଏଁ ୫୫ ଟି ବାର୍ଡ ଫ୍ଲୁ ସାମ୍ପୁଲ୍ ପଜିଟିଭ ଆସିଛି । କଟକ ଜିଲ୍ଲା ରେ ଏବେ ଯାଏଁ ୧୦୦ ଟି ସାମ୍ପୁଲ୍ ଟେଷ୍ଟ ପାଇଁ ଯାଇଛି।