ପୁଣି କାଉ ମଡକ ; କୃଷ୍ଣପ୍ରସାଦରେ ମରିପଡିଛନ୍ତି ଶହଶହ କାଉ

କୃଷ୍ଣପ୍ରସାଦରେ କାଉ ମଡକ।  ଶିଆଳ ଗାଁ ଝାଉଁ ଜଙ୍ଗଲରେ ମରିପଡ଼ିଛନ୍ତି ଶହଶହ କାଉ । ବାର୍ଡ ଫ୍ଲୁ ନେଇ ବଢ଼ିଲା ସନ୍ଦେହ । ପ୍ରାଣୀ ବିଭାଗ ନମୂନା ସଂଗ୍ରହ କରୁନଥିବାରୁ ଅସନ୍ତୋଷ ପ୍ରକାଶ।  

27crow

କନକ ବ୍ୟୁରୋ: କୃଷ୍ଣପ୍ରସାଦରେ କୁକୁଡା ପରେ କାଉ ମଡକ । କୃଷ୍ଣପ୍ରସାଦ ବ୍ଲକ ଚିଲିକା ପାଖ ଶିଆଳ ଗାଁ ଝାଉଁ ଜଙ୍ଗଲରେ ଶହଶହ କାଉ ମରିପଡିଥିବା ବେଳେ ପ୍ରାଣୀ ବିବାଗ ନମୂନା ସଂଗ୍ରହ କରୁନଥିବା ଅଭିଯୋଗ ହୋଇଛି । ଗୋଟିଏପଟେ ଶୀତରୁତୁ ପାଇଁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି ଆଉ ଗୋଟିଏ ପଟେ କାଉ ମଡ଼କ । ଯାହାକୁ ନଇେ ପରିବେଶବିତ ମାନେ ଏକ ପ୍ରକାର ଚିନ୍ତାରେ ପଡ଼ିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe