କନକ ବ୍ୟୁରୋ: କୃଷ୍ଣପ୍ରସାଦରେ କୁକୁଡା ପରେ କାଉ ମଡକ । କୃଷ୍ଣପ୍ରସାଦ ବ୍ଲକ ଚିଲିକା ପାଖ ଶିଆଳ ଗାଁ ଝାଉଁ ଜଙ୍ଗଲରେ ଶହଶହ କାଉ ମରିପଡିଥିବା ବେଳେ ପ୍ରାଣୀ ବିବାଗ ନମୂନା ସଂଗ୍ରହ କରୁନଥିବା ଅଭିଯୋଗ ହୋଇଛି । ଗୋଟିଏପଟେ ଶୀତରୁତୁ ପାଇଁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି ଆଉ ଗୋଟିଏ ପଟେ କାଉ ମଡ଼କ । ଯାହାକୁ ନଇେ ପରିବେଶବିତ ମାନେ ଏକ ପ୍ରକାର ଚିନ୍ତାରେ ପଡ଼ିଛନ୍ତି ।
ପୁଣି କାଉ ମଡକ ; କୃଷ୍ଣପ୍ରସାଦରେ ମରିପଡିଛନ୍ତି ଶହଶହ କାଉ
କୃଷ୍ଣପ୍ରସାଦରେ କାଉ ମଡକ। ଶିଆଳ ଗାଁ ଝାଉଁ ଜଙ୍ଗଲରେ ମରିପଡ଼ିଛନ୍ତି ଶହଶହ କାଉ । ବାର୍ଡ ଫ୍ଲୁ ନେଇ ବଢ଼ିଲା ସନ୍ଦେହ । ପ୍ରାଣୀ ବିଭାଗ ନମୂନା ସଂଗ୍ରହ କରୁନଥିବାରୁ ଅସନ୍ତୋଷ ପ୍ରକାଶ।
/kanak/media/media_files/2025/01/10/5Vj5eJEEDna7YiNoDzMq.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)