କନକ ବ୍ୟୁରୋ : ବର୍ଷାରେ ଧସିଲା ବିରଜା ରିଙ୍ଗରୋଡ଼। ଯାଜପୁର ପୌରପାଳିକାର ସାନବଜାର ନିକଟରେ ବର୍ଷା ଯୋଗୁଁ ଧସିଲା ବୈତରଣୀ ନଦୀ ବନ୍ଧରେ ନିର୍ମିତ ମୁଖ୍ୟ ରାସ୍ତା ତଳୁ ଅତଡା । ଯାଜପୁର-ମଙ୍ଗଳପୁର ମୁଖ୍ୟରାସ୍ତାର ସାନବଜାର ନିକଟରେ ବିରଜା ରିଂରୋଡ ଫୁତଫାତ୍ ରାସ୍ତାଟି ଧସି ଯାଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତାଟି ଯାଜପୁର - ମଙ୍ଗଳପୁରର ମୁଖ୍ୟରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ୧୧କେ.ଭି ବିଦ୍ୟୁତ୍ ଖୁଂଟ ଗଳି ପଡିବାର ବହୁତ ସମ୍ଭାବନା ରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କର ମାହୋଲ ଦେଖିବାକୁ ମିଳିଛି।
ବର୍ଷାରେ ଧସିଲା ବିରଜା ରିଙ୍ଗ୍ ରୋଡ୍, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ
ଯାଜପୁର-ମଙ୍ଗଳପୁର ମୁଖ୍ୟରାସ୍ତାର ସାନବଜାର ନିକଟରେ ବିରଜା ରିଂରୋଡ ଫୁତଫାତ୍ ରାସ୍ତାଟି ଧସି ଯାଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତାଟି ଯାଜପୁର - ମଙ୍ଗଳପୁରର ମୁଖ୍ୟରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ୧୧କେ.ଭି ବିଦ୍ୟୁତ୍ ଖୁଂଟ ଗଳି ପଡିବାର ବହୁତ ସମ୍ଭାବନା ରହିଛି।
/kanak/media/media_files/2025/09/05/25-2025-09-05-10-24-30.jpg)