ବାଇକରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ପୁଲିସ, ୩୦ କିଲୋ ଗଞ୍ଜେଇ ସହ ଡ୍ରାଇଭର ଗିରଫ

ଗିରଫ ଅଭିଯୁକ୍ତ ଜଣଙ୍କ ମୋହନା ଥାନା ଡିମ୍ବିରିଝୋଳି ଗାଁର ଶଙ୍କର ଶବର। ଶଙ୍କର ନିଜ ବାଇକରେ ଗଞ୍ଜେଇ ନେଇ ନିଜ ଗାଁ ଦିମ୍ବିରିଝୋଳି ଅଭିମୁଖେ ଯାଉଥିବା ବେଳେ ପୁଲିସ  ତାକୁ ଚାନ୍ଦିପୁଟ ହାଟପଦା ନିକଟରେ ମାଡ଼ି ବସିଥିଲା ।

37

କନକ ବ୍ୟୁରୋ :  ବାଇକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ମାଡ଼ିବସିଲା ପୁଲିସ । ବାଇକ୍ ସହ ୩୦ କେଜି ଗଞ୍ଜେଇ ଜବତ ହୋଇଛି । ଚାଲାଣରେ ସଂପୃକ୍ତ ବାଇକ୍ ଚାଳକକୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ଜଣଙ୍କ ମୋହନା ଥାନା ଡିମ୍ବିରିଝୋଳି ଗାଁର ଶଙ୍କର ଶବର। ଶଙ୍କର ନିଜ ବାଇକରେ ଗଞ୍ଜେଇ ନେଇ ନିଜ ଗାଁ ଦିମ୍ବିରିଝୋଳି ଅଭିମୁଖେ ଯାଉଥିବା ବେଳେ ପୁଲିସ  ତାକୁ ଚାନ୍ଦିପୁଟ ହାଟପଦା ନିକଟରେ ମାଡ଼ି ବସିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ସେ  ଏହି ଗଞ୍ଜେଇକୁ ଚେନ୍ନାଇ ଚାଲାଣ କରିବାର ଯୋଜନା କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe