ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲା ବାଇକ୍‌; ମରଣ ମୁହଁରୁ ବର୍ତ୍ତିଗଲେ ୩ ଯୁବକ

Advertisment

ଲୋକଙ୍କ ବାରଣ ସତ୍ତ୍ୱେ ଦୁଃସାହସ ଦେଖାଇଲେ ୩ ଜଣ ଯୁବକ । ଗୋଟିଏ ବାଇକରେ ୩ ଜଣ ଏହି ରାସ୍ତାରେ ଯାଉଥିବା ସମୟରେ ଭସାଇ ନେଲା ବର୍ଷା ପାଣି । ଭାଗ୍ୟ ଭଲ ଥିବାରୁ ନିଶ୍ଚିତ ମରଣ ମୁହଁରୁ ବଞ୍ଚିଗଲେ ହେଲେ ପ୍ରଖର ସ୍ରୋତରେ ଭାସିଗଲା ବାଇକ ।

ଲୋକଙ୍କ ବାରଣ ସତ୍ତ୍ୱେ ଦୁଃସାହସ ଦେଖାଇଲେ ୩ ଜଣ ଯୁବକ । ଗୋଟିଏ ବାଇକରେ ୩ ଜଣ ଏହି ରାସ୍ତାରେ ଯାଉଥିବା ସମୟରେ ଭସାଇ ନେଲା ବର୍ଷା ପାଣି । ଭାଗ୍ୟ ଭଲ ଥିବାରୁ ନିଶ୍ଚିତ ମରଣ ମୁହଁରୁ ବଞ୍ଚିଗଲେ ହେଲେ ପ୍ରଖର ସ୍ରୋତରେ ଭାସିଗଲା ବାଇକ ।

3 youth

Photograph: (Kanak News)

କନକ ବ୍ୟୁରୋ : ରାସ୍ତା ଉପରେ ପ୍ରବାହିତ ହେଉଥିଲା ବର୍ଷା ପାଣି । ଲୋକଙ୍କ ବାରଣ ସତ୍ତ୍ୱେ ଦୁଃସାହସ ଦେଖାଇଲେ ୩ ଜଣ ଯୁବକ । ଗୋଟିଏ ବାଇକରେ ୩ ଜଣ ଏହି ରାସ୍ତାରେ ଯାଉଥିବା ସମୟରେ ଭସାଇ ନେଲା ବର୍ଷା ପାଣି । ଭାଗ୍ୟ ଭଲ ଥିବାରୁ ନିଶ୍ଚିତ ମରଣ ମୁହଁରୁ ବଞ୍ଚିଗଲେ ହେଲେ ପ୍ରଖର ସ୍ରୋତରେ ଭାସିଗଲା ବାଇକ । ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର କୈଲାରି ପୋଲ ଉପରେ ।

ନିକଟରେ କୋରାପୁଟ ଡୁଡୁମା ଜଳପ୍ରପାତରେ ଏକ ଅଘଟଣ ଘଟିଥିଲା । ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବର ସାଗର କୁଣ୍ଡୁ ଭାସିଯାଇଥିଲେ । ପାଖରେ ସାଙ୍ଗମାନେ ଚିତ୍କାର କରୁଥାନ୍ତି ଆଉ ସେପଟେ ପାଣିର ପ୍ରଖର ସୁଅ ସାଗରଙ୍କୁ ଟାଣି ନେଉଥାଏ । ଏମିତି ମାତ୍ର କିଛି ସେକେଣ୍ଡ ଭିତରେ ସମସ୍ତଙ୍କ ଆଖି ଆଗରେ ଭାସିଗଲେ ସାଗର କୁଣ୍ଡୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe