ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ଭଙ୍ଗାରୁଜା ଘଟଣା । ୨୪ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ ।

Advertisment

ମାହାଙ୍ଗାରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ଭଙ୍ଗାରୁଜା ଘଟଣା । ୨୪ ଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।  ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ ପରେ କାର୍ୟ୍ୟାନୁଷ୍ଠାନ । ବିଜୁ ଜୟନ୍ତୀ ପୂର୍ବରୁ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଜୋର ଧରିଥିଲା ରାଜନୀତି ।

5-Biju Patnaik

କନକ ବ୍ୟୁରୋ: ମାହାଙ୍ଗାରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ଭଙ୍ଗା ଘଟଣା । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ୩ ଜଣଙ୍କୁ ବାନ୍ଧିଛି ଭଦ୍ରେଶ୍ୱର ଥାନା ପୋଲିସ । ଗିରଫ ପରେ ସମସ୍ତ  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମହାଙ୍ଗା ଉମର ବଳଦେବଜିଉ ମନ୍ଦିର ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଖଣ୍ଡଖଣ୍ଡ କରିଥିଲେ ଏହି ଅଭିଯୁକ୍ତମାନେ । ଯାହାକୁ ନେଇ ଜୋର ଧରିଥିଲା ରାଜନୀତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜୋର ଧରିଥିଲା । ତେବେ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe