ନ୍ୟୁଜ୍ ଦେଶ ବିଦେଶ ଛତିଶଗଡ ବିଜାପୁରରେ ଏନକାଉଣ୍ଟର ; ଜଣେ ମାଓବାଦୀ ନିପାତ, ଆଇଡି ବିସ୍ଫୋରଣରେ ୨ ଯବାନ୍ ଆହତ ଛତିଶଗଡ଼ ବିଜାପୁରରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ନକ୍ସଲ ନିପାତ ହୋଇଥିବାବେଳେ ଘଟଣାସ୍ଥଳରୁ ନକ୍ସଲଙ୍କ ଅନେକ ସାମଗ୍ରୀ ଜବତ କରିଛି । ଅନ୍ୟପଟେ ନକ୍ସଲ ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା 11 Dec 2024 15:10 IST Anupama Rout Follow Us