ଛତିଶଗଡ ବିଜାପୁରରେ ଏନକାଉଣ୍ଟର ; ଜଣେ ମାଓବାଦୀ ନିପାତ, ଆଇଡି ବିସ୍ଫୋରଣରେ ୨ ଯବାନ୍ ଆହତ
ଛତିଶଗଡ଼ ବିଜାପୁରରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ନକ୍ସଲ ନିପାତ ହୋଇଥିବାବେଳେ ଘଟଣାସ୍ଥଳରୁ ନକ୍ସଲଙ୍କ ଅନେକ ସାମଗ୍ରୀ ଜବତ କରିଛି । ଅନ୍ୟପଟେ ନକ୍ସଲ ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା
/kanak/media/media_files/2024/12/11/CQdtEuieXKWGaqSW3NSN.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)