କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଲାଣି । କିନ୍ତୁ ଏଯାଏଁ ଆସନ ଭାଗବଣ୍ଟାକୁ ନେଇ ଏନଡିଓ ମହାଗଠବନ୍ଧନ ମଧ୍ୟରେ ସସପେନ୍ସ ଲାଗି ରହିଛି । ଉଭୟ ମେଣ୍ଟରେ ମୁଖ୍ୟ ଓ ସହଯୋଗୀ ଦଳ ଅଧିକ ଆସନ ଦାବି କରୁଛନ୍ତି । କଂଗ୍ରେସ, ଭିଆଇପି, ଜେଏମଏମ ଏବଂ ବାମଦଳ ଭଳି ଅଂଶୀଦାର ଦଳଗୁଡ଼ିକ ତେଜସ୍ୱୀ ଯାଦବଙ୍କୁ ସେମାନଙ୍କର ଆସନ ସମ୍ପର୍କରେ ଜଣାଇଛନ୍ତି । କିନ୍ତୁ ଏଥିରେ ସହଯୋଗୀ ଦଳ ରାଜି ନାହାନ୍ତି । ସେହିଭଳି ଏନଡିଏରେ ଟେନସନ୍ ବଢ଼ାଇଛନ୍ତି ଚିରାଗ ପାଶୱାନ ଓ ଜିତନରାମ ମାଂଝି ।
ମହାଗଠବନ୍ଧନ
ଆରଜେଡି- ୧୩୦ ରୁ ୧୩୫
କଂଗ୍ରେସ- ୫୫ ରୁ ୫୮
କଂଗ୍ରେସ ଦାବି କରୁଛନ୍ତି ୬୦ ଆସନ
ଭିଆଇପି ଦାବି କରୁଛି ୬୦ଟି ଆସନ
ତେଜସ୍ୱୀ ଯାଦବ ୧୪ ରୁ ୧୮ ଟି ଆସନ ଦେବାକୁ ଚାହୁଛନ୍ତି
ତେଜସ୍ୱୀ ବାମଦଳଗୁଡ଼ିକୁ ୩୦ ରୁ ୩୨ ଆସନ ଦେବାକୁ ଚାହିଛନ୍ତି
ବାମଦଳ ୬୫ ଆସନ ଦାବି କରୁଛନ୍ତି
ଏନଡିଏ
ବିଜେପି, ଜେଡିୟୁ-୧୦୦ରୁ ୧୦୩
ଏଲଜେପି- ୨୦ରୁ ୨୫ ଆସନ
ହାମ୍- ୮
ଆରଏଲଏସପି- ୫ରୁ ୬ ଆସନ
ଏଲଜେପି ୪୩ରୁ ଅଧିକ ଆସନ ଦାବି କରୁଛି
ହାମ୍ ୧୫ ଆସନ ଦାବି କରିଛି
କାଲି ଏଲଜେପି ଡାକିଲା ଜରୁରୀ ବୈଠକ
ଚିରାଗ ପାଶୱାନ ଅସନ୍ତୁଷ୍ଟ ଥିବା ସୂଚନା