ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ବଡ଼ ଝଟ୍‌କା, ବିଜେଡି ଛାଡି ପଦ୍ମ ଧରିଲେ ଲମ୍ବୋଦର ନିଆଲ

Advertisment

ବିଜେଡି ଛାଡି ପଦ୍ମ ଧରିଲେ ଲମ୍ବୋଦର ନିଆଲ

ବିଜେଡି ଛାଡି ପଦ୍ମ ଧରିଲେ ଲମ୍ବୋଦର ନିଆଲ

ବିଜେଡି ଛାଡ଼ିଲେ, ପଦ୍ମ ଧରିଲେ

ବିଜେଡି ଛାଡ଼ିଲେ, ପଦ୍ମ ଧରିଲେ Photograph: (KanakNews)

କନକ ବ୍ୟୁରୋ:  ବିଜେଡି ଛାଡି ବିଜେପିରେ ମିଶିଲେ ବରିଷ୍ଠ ନେତା ଲମ୍ବୋଦର ନିଆଳ । ଗତ ୨୦୨୪ ନିର୍ବାଚନରେ ଲମ୍ବୋଦର ନିଆଳ ବିଜେଡି ଟିକେଟରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ହୋଇଥିଲେ । ତେବେ କଳାହାଣ୍ଡିରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ଲମ୍ବୋଦର ।

ଏହାପୂର୍ବରୁ ଲମ୍ବୋଦର ୨୦୧୪ ଓ ୨୦୧୯ରେ ଖରିଆରରୁ ବିଜେଡି ପ୍ରାର୍ଥୀ ହୋଇଥିଲେ । ଆଜି ସକାଳେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭେଟିଥିଲେ । ପରେ ବିଜେଡିରେ ଇସ୍ତଫା ଦେଇଥିଲେ ଲମ୍ବୋଦର । ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ସଭା ପୂର୍ବରୁ ପଦ୍ମ ଧରିଛନ୍ତି ଲମ୍ବୋଦର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe