ଶ୍ରୀମନ୍ଦିରରେ ରକ୍ତଛିଟା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି

Advertisment

ଶ୍ରୀମନ୍ଦିରରେ ରକ୍ତଛିଟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି । ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଉଛି । ତେବେ ମିଳିଥିବା ସୂଚନା ମୁତାବକ, ଜଣେ ପୋଲିସ୍ କର୍ମଚାରୀଙ୍କ ଗୋଡ଼ରେ କାଚ ବାଜିବାରୁ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିଲା

ଶ୍ରୀମନ୍ଦିରରେ ରକ୍ତଛିଟା

ଶ୍ରୀମନ୍ଦିରରେ ରକ୍ତଛିଟା Photograph: (KanakNews)

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ରକ୍ତଛିଟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି । ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଉଛି । ତେବେ ମିଳିଥିବା ସୂଚନା ମୁତାବକ, ଜଣେ ପୋଲିସ୍ କର୍ମଚାରୀଙ୍କ ଗୋଡ଼ରେ କାଚ ବାଜିବାରୁ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିଲା  । ଏହାପରେ ବିଧି ମୁତାବକ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଉଛି । ତେବେ ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଉଥିବାରୁ ୧ ଘଣ୍ଟା  ପାଇଁ ଦର୍ଶନ ବନ୍ଦ କରାଯାଇଛି । ମହାପ୍ରଭୁଙ୍କର ମହାସ୍ନାନ ସରିବା ପରେ, ଦର୍ଶନ ସ୍ୱାଭାବିକ ହେବ ବୋଲି ସୂଚନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe