କନକ ବ୍ୟୁରୋ: ଶ୍ରୀମନ୍ଦିରରେ ରକ୍ତଛିଟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି । ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଉଛି । ତେବେ ମିଳିଥିବା ସୂଚନା ମୁତାବକ, ଜଣେ ପୋଲିସ୍ କର୍ମଚାରୀଙ୍କ ଗୋଡ଼ରେ କାଚ ବାଜିବାରୁ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିଲା । ଏହାପରେ ବିଧି ମୁତାବକ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଉଛି । ତେବେ ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଉଥିବାରୁ ୧ ଘଣ୍ଟା ପାଇଁ ଦର୍ଶନ ବନ୍ଦ କରାଯାଇଛି । ମହାପ୍ରଭୁଙ୍କର ମହାସ୍ନାନ ସରିବା ପରେ, ଦର୍ଶନ ସ୍ୱାଭାବିକ ହେବ ବୋଲି ସୂଚନା ରହିଛି ।
ଶ୍ରୀମନ୍ଦିରରେ ରକ୍ତଛିଟା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି
ଶ୍ରୀମନ୍ଦିରରେ ରକ୍ତଛିଟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି । ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଉଛି । ତେବେ ମିଳିଥିବା ସୂଚନା ମୁତାବକ, ଜଣେ ପୋଲିସ୍ କର୍ମଚାରୀଙ୍କ ଗୋଡ଼ରେ କାଚ ବାଜିବାରୁ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିଲା
/kanak/media/media_files/2025/04/21/qO2F3IdS0Jziww4tDQLP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)