କନକ ବ୍ୟୁରୋ:  ଏଥର ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ ସହ ମହିଳା, ଶିଶୁ, ଯୁବବର୍ଗଙ୍କ ଓ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ସଂକ୍ଷେପରେ  ବଜେଟର ବଡ ପଏଣ୍ଟ ;

Advertisment

୧୨ ଲକ୍ଷ ବାର୍ଷିକ ଆୟ ଯାଏଁ ଟ୍ୟାକ୍ସ ଛାଡ୍
ଆସନ୍ତା ସପ୍ତାହରୁ ନୂଆ ଟ୍ୟାକ୍ସ ସ୍ଲାବ ଲାଗୁ
କ୍ୟାନ୍ସର ଔଷଧ ଶସ୍ତା ହେବ
ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ୫୦ହଜାରରୁ ୧ ଲକ୍ଷକୁ ବୃଦ୍ଧି
ଗତ ୪ ମାସର ଇନକମ୍ ଟ୍ୟାକ୍ସ ଏକାବେଳକେ ଭରିପାରିବେ
 କୃଷକ କ୍ରେଡିଟ୍ କାର୍ଡରେ ଋଣ ୩ରୁ  ୫ ଲକ୍ଷକୁ ବୃଦ୍ଧି
ବିହାରରେ ହେବ ମଖାନା ବୋର୍ଡ
ଲଘୁ ଉଦ୍ୟୋଗୀଙ୍କୁ ବିଶେଷ କାର୍ଡରେ ମିଳିବ ୧୦ ଲକ୍ଷ ଯାଏଁ ଋଣ
ଗଝଗଋ କ୍ରେଡିଟ କାର୍ଡ ଗ୍ୟାରେଣ୍ଟି, ୫ କୋଟିରୁ ୧୦କୋଟିକୁ ବୃଦ୍ଧି
ଷ୍ଟାର୍ଟଅପ୍ ପାଇଁ ଋଣ ୧୦ କୋଟିରୁ ୨୦ କୋଟିକୁ ବୃଦ୍ଧି
 ସ୍ବାସ୍ଥ୍ୟକେନ୍ଦ୍ର ଓ ହାଇସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ସୁବିଧା
 ପ୍ରତି ଜିଲ୍ଲାରେ ହେବ କ୍ୟାନ୍ସର ହସ୍ପିଟାଲ