ପିଏମ୍‌ଙ୍କ ବାସଭବନରେ ବଡ଼ ବୈଠକ,  DGMOଙ୍କ ପ୍ରେସ୍‌ମିଟ୍‌ ପୂର୍ବରୁ ବଡ଼ ବୈଠକ

DGMOଙ୍କ ପ୍ରେସ୍‌ମିଟ୍‌ ପୂର୍ବରୁ ବଡ଼ ବୈଠକ । NSA ଅଜିତ୍‌ ଡୋଭାଲ ବୈଠକରେ ଉପସ୍ଥିତ ।

ପିଏମ୍‌ଙ୍କ ବାସଭବନରେ ବଡ଼ ବୈଠକ

ପିଏମ୍‌ଙ୍କ ବାସଭବନରେ ବଡ଼ ବୈଠକ Photograph: (kanaknews)

କନକ ବ୍ୟୁରୋ:  ପିଏମ୍‌ଙ୍କ ବାସଭବନରେ ବଡ଼ ବୈଠକ । DGMOଙ୍କ ପ୍ରେସ୍‌ମିଟ୍‌  ପୂର୍ବରୁ ବଡ଼ ବୈଠକ । NSA ଅଜିତ୍‌ ଡୋଭାଲ  ବୈଠକରେ ଉପସ୍ଥିତ । ଅପରାହ୍ନ  ସାଢେ ୨ଟାରେ ଅଛି DGMOଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍‌ମିଟ୍‌ । ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟାହ୍ନ ୧୨ଟାରେ ବସିବାକୁ ଯାଉଛି ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ ବା DGMO ସ୍ତରୀୟ ବୈଠକ ହେବାକୁ ଯାଉଛି ।

ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍‌ଓ ସ୍ତରୀୟ ବୈଠକରେ ହିଁ ଆଲୋଚନା ହେବ । କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ ।  ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ ଆଲୋଚନା କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe