କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଯୋଗୁ ବନ୍ଦ ହେଲା ଦର୍ଶନ । ଭିତର କାଠ ପାଖରେ ଛେପ, ଖଙ୍କାର ପଡ଼ିଥିବାରୁ ହେଲା ବଡ଼ ମହାସ୍ନାନ । ଆରମ୍ଭ ହୋଇଛି ମହାସ୍ନାନ ନୀତି । ପ୍ରାୟ ଏକଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ କରାଯାଉଛି। ସାମାଜିକ ଗଣମାଧ୍ୟମରେ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ ।
ଛେପ,ଖଙ୍କାର ପଡ଼ିବା ପରେ ଶ୍ରୀମନ୍ଦିରରେ ବଡ଼ମହାସ୍ନାନ ନୀତି : ୧ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ
ଭିତର କାଠ ପାଖରେ ଛେପ, ଖଙ୍କାର ପଡ଼ିଥିବାରୁ ହେଲା ବଡ଼ ମହାସ୍ନାନ । ଆରମ୍ଭ ହୋଇଛି ମହାସ୍ନାନ ନୀତି । ପ୍ରାୟ ଏକଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
/kanak/media/media_files/2025/09/04/srimandir-2025-09-04-07-20-28.jpg)