ପିଏମ୍ ଓ ସିଏମ୍ କିଷାନକୁ ନେଇ ବଡ ଖବର;  ଯୋଜନାରୁ ବାଦ ପଡିଥିଲେ ପୁଣି ସାମିଲ ହୋଇପାରିବେ ଚାଷୀ

 ପିଏମ୍ ଓ ସିଏମ୍ କିଷାନକୁ ନେଇ ବଡ ଖବର । ଯୋଜନାରୁ ବାଦ ପଡିଥିଲେ ପୁଣି ସାମିଲ ହୋଇପାରିବେ ଚାଷୀ । ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରାଯିବ । ଜନସେବା କେନ୍ଦ୍ରକୁ ଯାଇ ଏଥିପାଇଁ ଆବେଦନ କରିପାରିବେ ଚାଷୀ । ସୂଚନା ଦେଇଛନ୍ତି କୃଷି ସଚିବ

548888

କନକ ବ୍ୟୁରୋ: ପିଏମ୍ ଓ ସିଏମ୍ କିଷାନକୁ ନେଇ ବଡ ଖବର । ଯୋଜନାରୁ ବାଦ ପଡିଥିଲେ ପୁଣି ସାମିଲ ହୋଇପାରିବେ ଚାଷୀ । ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରାଯିବ । ଜନସେବା କେନ୍ଦ୍ରକୁ ଯାଇ ଏଥିପାଇଁ ଆବେଦନ କରିପାରିବେ ଚାଷୀ । ନଭେମ୍ବର ୮ ଯାଏଁ ରହିଛି ଆବେଦନ ତାରିଖ । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ  ।

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନାର ୧୮ ତମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ । ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ଟ୍ରାନ୍ସଫର କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe