କନକ ବ୍ୟୁରୋ : କାଜାଖସ୍ଥାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଅକାତାଉରେ ଜରୁରୀ ଅବତରଣ ପୂର୍ବରୁ ଘଟିଲା ଅଘଟଣ । ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର । ୭୫ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା । ପ୍ଲେନଟି ଜରୁରୀ ଅବତରଣ ଅନୁମତି ମାଗିବାର କିଛି ସମୟ ଭିତରେ ହୋଇଗଲା କ୍ରାସ । ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ।
ବଡ ଦିନରେ ବଡ ଅଘଟଣ ; ଭୟଙ୍କର ଯାତ୍ରୀବାହୀ ବିମାନ ଦୁର୍ଘଟଣା
କାଜାଖସ୍ଥାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଅକାତାଉରେ ଜରୁରୀ ଅବତରଣ ପୂର୍ବରୁ ଘଟିଲା ଅଘଟଣ । ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର । ୭୫ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା ।
/kanak/media/media_files/2024/12/25/ceJYFrtzyTHzq4d5ZwwL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)