ଏସଆଇଆର ଉପରେ ସରକାରଙ୍କ ବଡ଼ ବୟାନ, ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ସଂସଦରେ କରାଯିବନି ବିତର୍କ

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାଅବସ୍ଥା ଦେଖାଯିବା ପରେ ମୁଲତବୀ ରଖାଯାଇଛି । ତେବେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ସଂସଦରେ ଏସଆଇଆର ଉପରେ ବିତର୍କ କରାଯିବନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

39

କନକ ବ୍ୟୁରୋ : ଆଜି ବି ଚାଲିପାରିନି ସଂସଦ  । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାଅବସ୍ଥା ଦେଖାଯିବା ପରେ ମୁଲତବୀ ରଖାଯାଇଛି । ତେବେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ସଂସଦରେ ଏସଆଇଆର ଉପରେ ବିତର୍କ କରାଯିବନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେପଟେ ବିରୋଧୀଙ୍କ ଦାବି କରିଛ୍ତି ଏସଆଇଆରକୁ ହଟାଯାଉ ଓ ଭୋଟର ତାଲିକାରୁ ହଟାଯାଇଥିବା ନାଁକୁ ପ୍ରତ୍ୟାହାର କରାଯାଉ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe